ଟାଣି ହେବା Ṭāṇi hebā
- ଦେ. କ୍ରି — କଷ୍ଟରେ କଥା କହିବା ବା ନିଃଶ୍ୱାସ ମାରିବା; ନିଶ୍ୱାଃସ ନେବା ବା କଥା କହିବା ନିମନ୍ତେ ସମଧିକ ଉଦ୍ୟମ କରିବା; ଓଟାରିହେବା — To strain while talking or breathing
- ଦେ. କ୍ରି — (ଯଥା—ଅତି ଦୁର୍ବଳ ବା ରୋଗୀ ବ୍ଯକ୍ତି କଥା କହିଲାବେଳେ ଏବଂ ଶ୍ୱାସରୋଗୀ ନିଃଶ୍ୱାସ ମାରିବାବେଳେ ଟାଣିହୁଏ।)
- ଦେ. କ୍ରି — ଉଚ୍ଚୈଃସ୍ୱରରେ କଥା କହିବା — To speak loudly
- ଦେ. କ୍ରି — କହିଲେ ଭୀମସେନ କ୍ରୋଧେ ହୋଇ ଟାଣି—କୃଷ୍ଣସିଂହ. ମହାଭାରତ ସଭା।
- ଦେ. କ୍ରି — ଆସ୍ଫାଳନ କରିବା — To boast; to brag
- ଦେ. କ୍ରି — ଟାଣିବା କ୍ରିୟାର କର୍ମବାଚ୍ୟ — Passive voice of Tāṇibā