ଟାଣମୁହାଁ Ṭāṇa-muhāñ
- ଦେ. ବିଣ. ପୁଂ — ଯେଉଁ ଲୋକର ମୁହଁ ଟାଣ, ଅର୍ଥାତ୍ ଯେଉଁ ଲୋକ ଆପଣାର ଦୋଷ ବା ଅପରାଧକୁ ମୁହଁରେ ସ୍ୱୀକାର କରେ ନାହିଁ; ଭୁରୁଡ଼ା — One (e.g. a thief) who does not easily confess his guilt
- ଦେ. ବିଣ. ପୁଂ — [ଯଥା—ଚୋରମାନେ ଟାଣମୁହାଁ।]
- ଦେ. ବିଣ. ପୁଂ — ଦାମ୍ଭିକ — Brazen-faced; impudent
- ଦେ. ବିଣ. ପୁଂ — ନିର୍ଲଜ୍ଜ — Shameless