ଟାଣ ଖୁଣ୍ଟା Ṭāṇa khuṇṭā

  • ଦେ. ପଦ୍ଯ. ବିଣ — ଅତ୍ୟନ୍ତ ପୀଡ଼ାଦାୟକ — Very painful
  • ଦେ. ପଦ୍ଯ. ବିଣ — ମର୍ମନ୍ତୁଦ — Cutting to the quick
  • ଦେ. ପଦ୍ଯ. ବିଣ — ଟାଣ ଖୁଣ୍ଟା ଗୁରୁଜନ ଗଞ୍ଜନାରୁ ମୋ ପ୍ରାଣ ସଖୀ ସରିବ— କବିସୂର୍ଯ୍ୟ, କିଶୋରୀଚମ୍ପୂ. ଟ ଗୀତ।