ଟାଙ୍ଗିବା Ṭāṅgibā

  • ଦେ. କ୍ରି (ସଂ. ତୁଙ୍ଗ=ଉଚ୍ଚ ବା ଟଙ୍କ ଧାତୁ=ବାନ୍ଧିବା) — ଝୁଲାଇବା; ଲଟକାଇବା; କୌଣସି ବସ୍ତୁକୁ ଦଉଡ଼ିରେ ବାନ୍ଧି ଓହଳାଇବା — To hang or suspend a thing with a rope or string
  • ଦେ. କ୍ରି (ସଂ. ତୁଙ୍ଗ=ଉଚ୍ଚ ବା ଟଙ୍କ ଧାତୁ=ବାନ୍ଧିବା) — କୌଣସି ବସ୍ତୁକୁ (ଲୁଗା, ମଶାରି ଆଦିକୁ) ଦଉଡ଼ି ଉପରେ ଟାଣି ଦେବା — To suspend or put a thing (cloth etc) on a string