ଟାଙ୍ଗରାପୁଟ Ṭāṅgarā-puṭa

  • ଦେ. ବି. (ବୈଦ୍ଯକ) — ବୃକ୍ଷବିଶେଷ — A kind of tree
  • ଦେ. ବି. (ବୈଦ୍ଯକ) — [ଦ୍ର—ଏହା ଇଟା ବାଡ଼ ଓ ପଥର ସନ୍ଧିରେ ଜନ୍ମେ। ଏହାର ପତ୍ର ଛୋଟ, ସରୁ କୃଷ୍ଣବର୍ଣ୍ଣ ଓ ଚିକ୍କଣ। ଏହାର ରସ ପିଚ୍ଛିଳ, ତିକ୍ତ ଏବଂ କଟୁ। ଏହାର ସମୂଳ ପତ୍ରର ପ୍ରଲେପ ଅଗ୍ନିଦଗ୍ଧ ବ୍ରଣ ଓ ଭଲ୍ଲାତଜନିତ ବ୍ରଣ ଓ ଶୋଥ ପ୍ରଶମନ କରେ।]