ଟାଙ୍କୁ ହାଣିବା Ṭāṅku hāṇibā

  • ଦେ. କ୍ରି — ଦୁଇ ଜଙ୍ଘ ନିକଟରୁ ଗୋଡ଼କୁ ହାଣି— ଦେବା — To cut a person's the legs at the thighs
  • ଦେ. କ୍ରି — (ଲକ୍ଷଣାର୍ଥ) କୌଣସି ବ୍ଯକ୍ତିକୁ ଅକର୍ମଣ୍ୟ କରିଦେବା — (figurative). . To disable a person
  • ଦେ. କ୍ରି — (ଯଥା—ମୁଁ ତୋ ଟାଙ୍କୁ ହାଣିଦେବି।)