ଟାକ୍ Ṭāk

  • ଦେ. ବି — (ସଂ. ଟଙ୍କନ) କଳରେ ସିଲାଇ କରାଯିବା ପୂର୍ବରୁ ହାତ ଦ୍ୱାରା ଛୁଞ୍ଚିରେ କରଯାଇଥିବା ଟାଙ୍କା ସିଲାଇ — Hand-stitching
  • ପ୍ରାଦେ. (ସମ୍ବଲପୁର) ବିଣ ଓ କ୍ରି. ବିଣ — ଟିକିଏ — A little; a bit