ଟାକୁଟାକୁ ହେବା Ṭāku-tāku hebā

  • ଦେ. କ୍ରି. (ଧ୍ୱନ୍ୟନୁକରଣ) — ଭୋକରେ ପାଟୁ ପାଟୁ ହେବା ବା ବିକଳ ହେବା — To feel the extreme pangs of hunger
  • ଦେ. କ୍ରି. (ଧ୍ୱନ୍ୟନୁକରଣ) — ଖାଇବା ପାଇଁ ଟାକି ରହିବା — To wait impatiently for food