ଟାକୁଆ ମୁହାଁ Ṭākuā muhāñ

  • ଦେ. ବିଣ. ପୁଂ. (ଗାଳି) — ଯାହାର ମୁହଁ ଆମ୍ବ ଟାକୁଆ ଭଳିଆ ଲମ୍ବା ଓ ଚେପ୍ଟା — (a term of abuse) Having a long and narrow face; bony-faced