ଟାକରା ଫୁଟାଇବା Ṭākarā phuṭāibā

  • ଦେ. କ୍ରି — ତାଳୁରେ ଜିଭ ଲଗାଇ ଶବ୍ଦ କରିବା — To utter a clicking sound with the tongue and the palate
  • ଦେ. କ୍ରି — ପାଟିରେ ଟାକରା ଫୁଟାଉଅଛି— ଫକୀରମୋହନ. ଛମାଣ ଆଠଗୁଣ୍ଠ।