ଟାକର ଖାଇବା Ṭākara khāibā

  • ଦେ. କ୍ରି — (ଲକ୍ଷଣାର୍ଥ) ପରଦ୍ୱାରା ଅପମାନିତ ହେବା — (figurative) To be insulted by another
  • ଦେ. କ୍ରି — ଉପହସିତ ହେବା — To be jeered at
  • ଦେ. କ୍ରି — ଏ ଷଡ଼ରସେ ଯେ ପୁଅ ଖାଏ, ଭୋକେ ମରି ଟାକର ଖାଏ। ଢଗ।