ଟାଇମ୍ପୀସ Ṭāim-pīs

  • ବୈଦେ. ବି. (ଇଂ) — ଟେବଲ ଉପରେ ବା କାନ୍ଥକୁରାରେ ରଖାଯିବା ଏକପ୍ରକାର ଘଣ୍ଟା — Time-piece
  • ବୈଦେ. ବି. (ଇଂ) — [ଦ୍ର—ଏହା ପକେଟ୍ଘଡ଼ି ବା ୱାଚ୍ ଠାରୁ ବଡ଼; ଏଥିରେ ସମଯଜ୍ଞାପକ ଘଣ୍ଟି ବାଜେ ନାହିଁ।]