ଟାଇଟଲ୍ ପରୀକ୍ଷା Ṭāiṭal parīkshā
- ଦେ. ବି — ଯେଉଁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ଛାତ୍ର କର୍ତ୍ତୃପକ୍ଷଙ୍କଠାରୁ ଉପାଧି ପାଏ — Title-examination
- ଦେ. ବି — ସଂସ୍କୃତ ଟୋଲରୁ ଉତ୍ତୀର୍ଣ୍ଣ ହୋଇ କାବ୍ୟତୀର୍ଥ, ସାଂଖ୍ୟତୀର୍ଥ, ବେଦାନ୍ତତୀର୍ଥ ଆଦି ଉପାଧି ଯେଉଁ ପରୀକ୍ଷାରେ ମିଳେ — Title-examination of Sanscit schools