ଟହଲ ଟାକର୍ Ṭahala ṭākara
- ଦେ. ବି — ଗୃହର ଛୋଟ ବା ନୀଚ କର୍ମମାନ — Petty or menial works of the household
- ଦେ. ବି — ପ୍ରଭୁଙ୍କର ଡାକହାକ ଶୁଣିବା କର୍ମ — Personal service and carrying out orders of the master; acts of an orderly
- ଦେ. ବି — ସେବା ସୁଶ୍ରୂଷା — Acts of service of or attendance on a person