ଟଳାଟଳି କରିବା Ṭaḻāṭaḻi karibā

  • ଦେ. କ୍ରି — ଟାଳଟୁଳ ବା ଭଣ୍ଡାଭଣ୍ଡି କରିବା; ଦମ୍ଦିଲାସା ଦେଇ ସମୟକୁ ଅତିକ୍ରାନ୍ତ କରିବା — To cause a fixed time- limit to expire by various excuses