ଟଳଟଳାୟମାନ Ṭaḻaṭaḻāyamāna

  • ସଂ. ବିଣ. ପୁଂ — ଟଳୁଥିବା — Tottering; reeling
  • ସଂ. ବିଣ. ପୁଂ — କମ୍ପମାନ — Shaking; wavering
  • ସଂ. ବିଣ. ପୁଂ — ଅସ୍ଥିର — Restless