ଟର୍ଟର୍ Ṭar ṭar
- ପ୍ରାଦେ. (ସମ୍ବଲପୁର) କ୍ରି. ବିଣ — ବକ୍କା ହେଇ ଚାହିଁ ରହିବା ପ୍ରକାରେ; ବକବକ — Staringly; looking on foolishly
- ପ୍ରାଦେ. (ସମ୍ବଲପୁର) କ୍ରି. ବିଣ — ସମ୍ପୂର୍ଣ୍ଣରୂପେ — Fully; deeply (black)
- ପ୍ରାଦେ. (ସମ୍ବଲପୁର) କ୍ରି. ବିଣ — (ଯଥା— କଲିୟା ଟର୍ଟର୍=ତ୍ରିପଣ୍ଡକଳା; ଘୋରକୃଷ୍ଣ।)
- ପ୍ରାଦେ. (ସମ୍ବଲପୁର) କ୍ରି. ବିଣ — ଦିଶୁ ଥାଇସି କଲିଆ ଟର୍ଟର୍ ପିହ୍ନି ଥାଇସି ହଲଦିଆ ଗର୍ଗର୍। ସମ୍ବଲପୁରୀ. ଗୀତ।