ଟର୍ର୍ Ṭar-r

  • ଦେ. ବିଣ (ସଂ. ଟଲ୍ ଧାତୁ) — ନିଶାରେ ଅଜ୍ଞାନ ବା ଅସ୍ଥିର; ଟଳଟଳୟମାନ; ଚୂର — Reeling with intoxication
  • ଦେ. ବିଣ (ସଂ. ଟଲ୍ ଧାତୁ) — ଅତ୍ୟନ୍ତ ରାଗାନ୍ୱିତ; କ୍ରୋଧାନ୍ଧ — Maddened or blinded with rage