ଟର୍ଚ ମାରିବା

  • ଦେ. କ୍ରି (ଆଧୁନିକ) — ବିଜୁଳି ବତିଯୁକ୍ତ ଟର୍ଚର ଆଲୋକକୁ କୌଣସି ବ୍ଯକ୍ତି ବା ବସ୍ତୁ ଉପରକୁ ପକାଇବା।