ଟରକାଇବା Ṭarakaibā

  • ଦେ. କ୍ରି — ଟରକିବା କ୍ରିୟାର ଣିଜନ୍ତରୂପ — Causative of Tarakibā
  • ଦେ. କ୍ରି — ଆସନ୍ନ ବିପଦ ବିଷୟରେ କୌଣସି ବ୍ଯକ୍ତି ବା ଜୀବକୁ ପୂର୍ବରୁ ସାବଧାନ କରି ଦେଇ ତାକୁ ସେ ସ୍ଥାନ ତ୍ୟାଗ କରିବାର ସୁବିଧା କରିଦେବା — To scare away a person or animal from a place by giving a hint of impending danger