ଟମ୍ଟମ୍ Ṭam-ṭam

  • ବୈଦେ. ବି. (ଲଂ. ଟାନ୍ଡେମ୍=ଆଗ ପଛ ହୋଇ ଦୁଇଟା ଘୋଡ଼ା ଲାଗିଥିବା ଗାଡ଼ି।) — ଏକ ଘୋଡ଼ା ଯୋଚି ଚଳାଇବା ବଗି ଗାଡ଼ି; ଦୁଇ— ଚକିଆ ବଗି ଗାଡ଼ି — A dog cart