ଟମକ ନିଶାଣ Ṭamaka niṡāṇa

  • ଦେ. ବି. (ସହଚର ଶବ୍ଦ) — ଟମକ ଓ ନିଶାଣ; ସାନ ଓ ବଡ଼ ନାଗରା — Drums big and small
  • ଦେ. ବି. (ସହଚର ଶବ୍ଦ) — ବିନା ମାଡ଼େ ବାଜି ଯିବ ଟମକ ନିଶାଣ। ପ୍ରାଚୀ. ବ୍ରହ୍ମନିରୂପଣ ଗୀତା।