ଟମକ ବାଜିବା Ṭamaka bājibā

  • ଦେ. ବି — କୌଣସି ବିଷୟ ସର୍ବତ୍ର ଉଦ୍ଘୋଷିତ ହେବା — Wide publication of a matter
  • ଦେ. ବି — ଟମକଇ ବାଜଇ ଜଗତ ଯାକେ ତୁ କି ନ ଜାଣୁ କପଟ। କବିସୂର୍ଯ୍ୟ, ସଙ୍ଗୀତ।