ଟଭାରି Ṭbhāri

  • ଦେ. ବି — ବନ୍ୟ ବୃକ୍ଷବିଶେଷ — Mallotus Pettata; a wild tree
  • ଦେ. ବି — [ଦ୍ର—ଏହି ବୃକ୍ଷ ସିଂହଭୂମ, ମୟୂରଭଞ୍ଜ, ପୁରୀ ଓ ଅନୁଗୁଳରେ ଜନ୍ମେ। — Hanies.]