ଟପକ ନବିସ୍ Ṭapaka nabis

  • ଦେ. ବି — ଚୁଗୁଲିଆ; ଯେଉଁ ଲୋକ ଜଣକର ଗୁପ୍ତ କଥାକୁ ଅନ୍ୟବ୍ଯକ୍ତିର କାନରେ ଗୋପନରେ କହିଦିଏ ବା ପ୍ରକାଣ କରେ — One who reports secretly; a secret reporter; a backbiter; informer
  • ଦେ. ବି — ଯେଉଁ ଲୋକ ସାମାନ୍ୟରେ କୌଣସି କାର୍ଯ୍ୟକୁ ସାରିଦିଏ ଓ ମଝିରେ ଅନେକ ବିଷୟ ବା ଅଙ୍ଗ ଛାଡ଼ିଯାଏ — A person who does any work in a slip- shod manner