ଟପ ଯନ୍ତ୍ର Ṭapa j̄antra

  • ଦେ. ବି. (ଇଂ. ଟାପ୍ ଓ ସଂ. ଯନ୍ତ୍ର) — ଅଣ୍ଡକୋଷ ଆଦିରୁ ଜଳ ବାହାର କରିବା ପାଇଁ ବ୍ଯବହୃତ ଡାକ୍ତରଙ୍କ ମୁନିଆଁ ଶଳାକାବିଶେଷ — Tapping instrument