ଟଣ୍କିନି Ṭaṇ-kini
- ଦେ. କ୍ର. ବିଣ—(ଧ୍ୱନ୍ୟନୁକରଣ) — ଟଣ୍ ଟଣ୍ ଶବ୍ଦ କରି — Making a tinkling sound
- ଦେ. କ୍ର. ବିଣ—(ଧ୍ୱନ୍ୟନୁକରଣ) — (ଯଥା—ଘଣ୍ଟା ଟଣ୍କିନି ବାଜିଲା)
- ଦେ. କ୍ର. ବିଣ—(ଧ୍ୱନ୍ୟନୁକରଣ) — ତୀବ୍ର ବେଦନା ବା ବଥା କରି — Giving acute pain
- ଦେ. କ୍ର. ବିଣ—(ଧ୍ୱନ୍ୟନୁକରଣ) — ହଠାତ୍ — Suddenly
- ଦେ. କ୍ର. ବିଣ—(ଧ୍ୱନ୍ୟନୁକରଣ) — (ଯଥା—ସୂତା ଖଣ୍ଡ ଟଣ୍କିନି ଛିଣ୍ଡି ଗଲା)