ଟଣା ଓଟରା Ṭaṇā-oṭarā

  • ଦେ. ବି — ପରସ୍ପର ଓଟରା ଓଟରି ବା ଝିଙ୍କାଝିଙ୍କି — Mutual pulling or straining
  • ଦେ. ବି — ବିଶେଷ ଭାବରେ ଟାଣିବା ବା ଝିଙ୍କିବା — Pushing or shoving; straining
  • ଦେ. ବି — ଏକ ବସ୍ତୁକୁ ଏକ ସମୟରେ ବିପରୀତ ଦିଗରୁ ଝିଙ୍କିବା — Pulling a thing simultaneously from opposite direction
  • ଦେ. ବି — (ସମୟ ବା ଧନର) ଅଭାବ; ନଅଣ୍ଟ — Want; deficiency; falling short