ଟଙ୍ଗେଇବା Ṭaṅgeibā

  • ଦେ. କ୍ରି — ଟାଙ୍ଗିବା କ୍ରିୟାର ଣିଜନ୍ତ ରୂପ — The causative from of ṭāṅgibā
  • ଦେ. କ୍ରି — ଲଟକାଇବା; ଟାଙ୍ଗିବା; ଝୁଲାଇବା — To hang or suspend a thing
  • ଦେ. କ୍ରି — ଦଉଡ଼ି ଦ୍ୱାରା ବାନ୍ଧି ଓହୋଳାଇବା — To have a thing suspended by means of a string
  • ଦେ. କ୍ରି — ଟିଙ୍ଗାଇବା; (ଲିଙ୍ଗ) ଉଦ୍ରିକ୍ତ ହେବା — (The penis) To become stiff and erect