ଟଙ୍ଗାରି Ṭaṅgāri

  • ସଂ. ବି. (ଟଙ୍ଗ+ଅରି) — ସାନ କୁରାଢ଼ି; ଟାଙ୍ଗିଆ — Small axe
  • ଦେ. ବି — ଅନୁଗୁଳର ପର୍ବତବିଶେଷ — Name of a mountain of Angul in Orissa
  • ଦେ. ବି — [ଦ୍ର—ଏହାର ଉଚ୍ଚତା 1952 ଫୁଟ।] — [ଦ୍ର—ଏହାର ଉଚ୍ଚତା1952ଫୁଟ]