ଟଙ୍ଗଣା ଖଇ Ṭāṅgaṇā khai

  • ଦେ. ବି. (ସଂ. ଟଙ୍ଗଣକ୍ଷାର) — ନିଆଁରେ ପକାଯିବାରୁ ଫୁଲିଯିବା ଟାଙ୍ଗଣା — Fried borax
  • ଦେ. ବି. (ସଂ. ଟଙ୍ଗଣକ୍ଷାର) — [ଦ୍ର—ଟାଙ୍ଗଣାକୁ ନିଆଁରେ ପକାଇଲେ ତାହା ଖୁବ୍ ବଡ଼ ହୋଇ ଫୁଲି ଯାଏ। ଉକ୍ତ ଖଇ ଫୁଲୁକା, ହାଲୁକା ଏବଂ ଏହା ସହଜରେ ଚୂନା ହୋଇଯାଏ।]