ଟଙ୍କିଦାର୍ Ṭaṅkidār

  • ଦେ. ବି — ଟଙ୍କି ଖଜଣା ଦିଆଯିବା ବୃତ୍ତିର ଅଧିକାରୀ — Holder of a tenure paying quit-rent
  • ଦେ. ବି — [ଦେର—ଯେଉଁ ଲାଖରାଜଦାରମାନେ ପ୍ରଥମରୁ ନିର୍ଦ୍ଧାରିତ ନାମମାତ୍ର ରାଜସ୍ୱ (ଟଙ୍କି) ଆଜି ପର୍ଯ୍ୟନ୍ତ ଦେଇ ଆସୁଛନ୍ତି ସେମାନଙ୍କୁ ବାହେଲ ଟଙ୍କିଦାର — Confirmed Ṭaṅkidāraଓ ଯେଉଁ ମାନଙ୍କର ସନନ୍ଦ ଆଦି ସନ୍ଦେହଜନକ ଥିବାରୁ ସେମାନଙ୍କର ଟଙ୍କି ଜମା ପରେ ସରକାର ବୃଦ୍ଧି କରିଅଛନ୍ତି ସେମାନଙ୍କୁ ବାଯ୍ୟାପ୍ତି ଟଙ୍କିଦାରResumed Ṭaṅkidāraବୋଲାଯାଏ]