ଟଙ୍କାଏ କାନ୍ତର Ṭaṅkāe kāntara

  • ଦେ. ବି — ପ୍ରାୟ ଏକ ଟଙ୍କା; ଏକ ଟଙ୍କା ତା ତହିଁରୁ କିଛି କମି ବା ବେଶି ଧନ — About a rupee; a rupee or so
  • ଦେ. ବି — (ଯଥା—ବର୍ତ୍ତମାନ ଟଙ୍କାଏ କାନ୍ତର ହେଲେ ମୋ କାମ ଚଳିଯିବ)