ଟଙ୍କା ରକ୍ମୀ ଜମା Ṭaṅkā rakmī jamā

  • ଦେ. ବି — ଜମିଉପରେ ଧାର୍ଯ୍ୟହେବା କାଳ୍ପନିକ ଖଜଣା — An imaginary assessment of rent on holdings
  • ଦେ. ବି — [ଦ୍ର—ମୋଗଲ୍ମାନଙ୍କ କାଗଜପତ୍ରରେ ତୋଡ଼ରମଲଙ୍କ ଓଡ଼ିଶାରେ ଭୂରାଜସ୍ୱ ବନ୍ଦୋବସ୍ତ ସମ୍ପର୍କରେ ଦୁଇପ୍ରକାର ଜମାର ଉଲ୍ଲେଖ ଥିଲା। 'ଟଙ୍କାରକ୍ମୀ' ଟଙ୍କାରେ ଏବଂ ଦ୍ୱିତୀୟଟି 'ତକ୍ସିର୍' କଉଡ଼ିରେ ପ୍ରକାଶିତ ହେଉଥିଲା। ପ୍ରଥମଟି କାଳ୍ପନିକ ଏବଂ ଦ୍ୱିତୀୟଟି ସଂଶୋଧିତ ଜମା। ଜଗବନ୍ଧୁ. ପ୍ରାଚୀନ ଉତ୍କଳ।]