ଟଙ୍କା ବନ୍ଧେଇବା Ṭaṅkā bandheibā
- ଦେ. କ୍ରି — ଆପଣା ପାଖରେ ଥିବା ପଇସା ଓ ରେଜକିମାନଙ୍କୁ ବଦଳାଇ ସେହି ମୂଲ୍ୟର ଟଙ୍କା ଆଣିବା — To get pice and other small coins changed into rupees
- ଦେ. କ୍ରି — ଆପଣା ପାଖରେ ଥିବା ଟଙ୍କାମାନଙ୍କୁ ବଦଳାଇ ତଦ୍ବିନିମୟରେ ମୋହର ବା କରେନ୍ସି ନୋଟ୍ ଆଣିବା — To get rupees changed into gold coins or currency notes