ଟଙ୍କା ଟଙ୍କି Ṭaṅkā ṭaṅki
- ଦେ. ବି (ଧ୍ୱନ୍ୟନୁକରଣ ଦ୍ୱିତୀୟ ଶବ୍ଦ) — ଟଙ୍କା ଫଙ୍କା (ଦେଖ) — 1. Ṭaṅkā phaṅkā (See)
- ଦେ. ବି (ଧ୍ୱନ୍ୟନୁକରଣ ଦ୍ୱିତୀୟ ଶବ୍ଦ) — (ଯଥା—ମୁଁ ଅନେକ ଦିନ ହେଲା ଚାକିରୀ ଛାଡ଼ି ଘରେ ଅଛି, ମୋ ହାତକୁ ଟଙ୍କାଟଙ୍କି କାହୁଁ ଆସିବ।)
- ଦେ. ବି (ଧ୍ୱନ୍ୟନୁକରଣ ଦ୍ୱିତୀୟ ଶବ୍ଦ) — ବହୁବାର ଟାଙ୍କିବା କର୍ମ — Several acts of stitching