ଟଙ୍କା ଗଣିବା Ṭaṅkā gaṇibā
- ଦେ. କ୍ରି — ମୁଦ୍ରାକୁ ସୁମାରି କରିବା — To count money
- ଦେ. କ୍ରି — (ଲକ୍ଷଣାର୍ଥ) ନଗଦ ଅର୍ଥ ବା ମୁଦ୍ରା ଦେବା — (figurative) To pay cash
- ଦେ. କ୍ରି — (ଯଥା—ଆମ ଗ୍ରାମରେ ରାମ ସାହୁ ଦଶ ହଜାର ଟଙ୍କା ଗଣିଦବ।)
- ଦେ. କ୍ରି — ଧନ ବ୍ଯୟ କରିବା — To spend money
- ଦେ. କ୍ରି — (ଯଥା—ବୃଥା ପୁଳିଏ ଟଙ୍କା ଗଣି ମୁଁ ପୁଅକୁ ପଢ଼େଇଲି।)