ଟଙ୍କଧର Ṭaṅka-dhara
- ସଂ. ବି (ଟଙ୍କ+ଧୃ ଧାତୁ=ଧରିବା+ଅ; ଟଙ୍କ ବା ପରଶୁ ଏହାଙ୍କ ଧୃତ ଅସ୍ତ୍ର ଥିବାରୁ; ଏହା ସଂସ୍କୃତ ଶବ୍ଦ ମାତ୍ର ଏହାର ପ୍ରୟୋଗ କେବଳ ଭାଷାରେ ଦେଖାଯାଏ) — ମହାଦେବ — Lord Ṡiba
- ସଂ. ବି (ଟଙ୍କ+ଧୃ ଧାତୁ=ଧରିବା+ଅ; ଟଙ୍କ ବା ପରଶୁ ଏହାଙ୍କ ଧୃତ ଅସ୍ତ୍ର ଥିବାରୁ; ଏହା ସଂସ୍କୃତ ଶବ୍ଦ ମାତ୍ର ଏହାର ପ୍ରୟୋଗ କେବଳ ଭାଷାରେ ଦେଖାଯାଏ) — ଟଙ୍କଧର ପାଦେ କିଙ୍କର ଯାର—ଅଭିମନ୍ୟୁ. ବିଦଗ୍ଧଚିନ୍ତାମଣି।