ଟଙ୍କ ମରିବା Ṭaṅka maribā

  • ଦେ. ବି — କୌଣସି ଆମ୍ବିଳା ଖାଦ୍ୟରୁ ଉପଯୁକ୍ତ ଉପାୟ ପ୍ରୟୋଗଦ୍ୱାରା ଅମ୍ଳସ୍ୱାଦ କମିବା — Disappearance or decrease of sour taste from a sour food
  • ଦେ. ବି — (ଯଥା—ଉପଯୁକ୍ତ ପରିମାଣରେ ଲୁଣ ଦିଆ ନ ଯିବାରୁ କାଞ୍ଜି— ପାଣିରୁ ଟଙ୍କ ମରି ନାହିଁ।)
  • ଦେ. ବି — ଅତି ଆମ୍ବିଳା ପଦାର୍ଥ ଖାଇବା ଯୋଗୁଁ ମୁଖରେ ଜନ୍ମିଥିବା ବିକାର ଲୋପ ପାଇବା — Disappearance of the disagreeable sensation from the mouth due to taking very sour food
  • ଦେ. ବି — (ଯଥା—ବହୁତ ଦିନର ବସାଦହି ଖାଇଲେ 4 ଘଣ୍ଟା ପରେ ସୁଦ୍ଧା ମୁହଁରୁ ଟଙ୍କ ମରେ ନାହିଁ।) — (ଯଥା—ବହୁତ ଦିନର ବସାଦହି ଖାଇଲେ4ଘଣ୍ଟା ପରେ ସୁଦ୍ଧା ମୁହଁରୁ ଟଙ୍କ ମରେ ନାହିଁ)