ଟକ୍ କରି Ṭak kari

  • ଦେ. କ୍ରି — (ସ. ତ୍ୱରା; ହଠାତ୍; ଏକାବେଳକେ; ଅତିଶୀଘ୍ର — At once; at one gulp
  • ଦେ. କ୍ରି — (ଯଥା—ବଗ ମାଛଟାକୁ ଟକକରି ଗିଳିଦେଲା।)