ଟକ ଲାଗିବା Ṭaka lāgibā

  • ଦେ. ବି — ଥରେ ଚାଖିବା ପରେ କୌଣସି ବ୍ଯକ୍ତିର କୌଣସି ଖାଦ୍ୟ ପଦାର୍ଥ ପ୍ରତି ବଳବତୀ ଲାଳସା ଜାତ ହେବା — Inordinate desire or hankering after a perticular article of food after once tasting it
  • ଦେ. ବି — (ଯଥା—ମୋର ଆମ୍ବରେ ଭାରି ଟକ ଲାଗିଛି।)