ଟକ ମାରିବା

  • ଦେ. କ୍ରି — (ଦହି, ପଖାଳ) ବହୁଦିନ ରହିବା ଯୋଗୁଁ ଅତ୍ୟନ୍ତ ଖଟା ହେବା।
  • ଦେ. କ୍ରି — (ଦାନ୍ତ, ପାଟି) ଖଟା ପଦାର୍ଥ ଖାଇବାଦ୍ୱାରା ବିକାର— ଯୁକ୍ତ ହେବା।