ଝଡ଼ା ତଦାରଖି Jhaṟḍ̠ā-tadārakhi
- ଦେ. ବି (କଚେରିଆ) (ସଂ. ଝଟ ଧାତୁ+ଫା. ତଦାରଖ୍) କୌଣସି ବ୍ଯକ୍ତିର ସର୍ବାଙ୍ଗ ତଲାସୀ କରିବା; କୌଣସି ଲୋକର ଅଙ୍ଗପ୍ରତ୍ୟଙ୍ଗ ଓ ଲୁଗାପଟାକୁ ଝାଡ଼ି ସେ କିଛି କଥା ଲୁଚାଇ ରଖିଥିବା ସମ୍ବନ୍ଧେ ସନ୍ଦେହ ଦୂର କରିବା ପାଇଁ ପରିଦର୍ଶନ — Through search of the body and clothes of a person