ଝୋଟି କୁଟା Jhoṭi kuṭā

  • ଦେ. ବି (ବୈଦ୍ଯକ) — ବନ୍ୟ ବୃକ୍ଷବିଶେଷ — A kind of wild tree
  • ଦେ. ବି (ବୈଦ୍ଯକ) — [ଦ୍ର—ଏହାର ସମୂଳ ପତ୍ରର କଳ୍କ ତିନ୍ତୁଳୀ ରସ ସହିତ ସେବନକଲେ ଜ୍ୱର ବିନଷ୍ଟ ହୁଏ। ଏ ଗଛର ରସ ଗର୍ଭୋତ୍ପାଦକ, ମେହନିବାରକ, ସଦ୍ୟୋବ୍ରଣନାଶକ—ଦ୍ରବ୍ଯଗୁଣ କଳ୍ପଦ୍ରୁମ।]