ଝେଗୁଣା ତ୍ରିଣା ରିଣା Jheguṇā triṇā riṇā

  • ଦେ. ଅ. (ଧ୍ୱନ୍ୟକରଣ) — ଝାଞ୍ଜର ଉକୁଟ ବିଶେଷ — A catch-word of striking cymbals
  • ଦେ. ଅ. (ଧ୍ୱନ୍ୟକରଣ) — ଝେ ଝଙ୍କ ଝଙ୍କ ଝଙ୍କ ଝଞ୍ଜାଳ ଝଙ୍କେ ଝେରୁଣା ତ୍ରିଣାରିଣା ଗୁଣିତ ଗୁଣାଙ୍କେ—ପ୍ରାଚୀ, ରହସ୍ୟମଞ୍ଜରୀ।