ଝେ ଝଙ୍କ ଝଙ୍କ ଝଙ୍କ Jhe jhaṅka jhaṅka jhaṅka

  • ଦେ. ଅ. (ଧ୍ୱନ୍ୟନୁକରଣ) — ଝାଞ୍ଜର ଉକୁଟ ବିଶେଷ — A catch- word of striking cymbals
  • ଦେ. ଅ. (ଧ୍ୱନ୍ୟନୁକରଣ) — ଝେ ଝଙ୍କ ଝଙ୍କ ଝଙ୍କ ଝଞ୍ଜାଳ ଝଙ୍କେ—ପ୍ରାଚୀ, ରହସ୍ୟମଞ୍ଜରୀ।