ଝୁର୍ଝୁର୍ Jhurjhur
- ଦେ. ଅ (ଧ୍ୱନ୍ୟନୁକରଣ) — କୌଣସି ଚୂନା ଶୁଖିଲା ପଦାର୍ଥ ଝରି ପଡ଼ିବାର ଅନୁଚ୍ଚ ଶବ୍ଦ; ଝୁଡ଼୍ଝୁଡ଼୍ — Low rumbling sound of crumbling particles of small bits or grains
- ପ୍ରାଦେ. (ସମ୍ବଲପୁର) ବିଣ (ସଂ. ଜରା) — ଅତି ବୃଦ୍ଧ (ବ୍ଯକ୍ତି) — Very old (person)
- ପ୍ରାଦେ. (ସମ୍ବଲପୁର) ବିଣ (ସଂ. ଜରା) — ମୁମୂର୍ଷୁ — Dying; about to die