ଝୁରା ଭାରି Jhurā bhāri

  • ଦେ. ବି. — ଶଗଡ଼ର ଆଗ ପାଖରେ ବେଶୀ ବୋଝେଇ ହେବା ଅବସ୍ଥା — The state of being over-loaded at the front (said of a cart)
  • ଦେ. ବି. — ଅତିଭୋଜନ ଯୋଗୁଁ ଅନୁଭୂତ ଅସ୍ୱାଚ୍ଛନ୍ଦ୍ୟ — Uneasiness felt after overeating