ଝୁଣୁଝୁଣୁ Jhuṇujhuṇu

  • ଦେ. ଅ (ଧ୍ୱନ୍ୟନୁକରଣ) — ରୁଣୁଝୁଣୁ; ଘୁଙ୍ଗୁର ଆଦିର ମଧୁର ଧ୍ୱନି — The sweet tinkling sound of ornaments
  • ଦେ. ଅ (ଧ୍ୱନ୍ୟନୁକରଣ) — [ଦ୍ର—ଝୁଣ୍ଝୁଣ୍ ଅପେକ୍ଷା ଝୁଣୁଝୁଣୁ ମଧୁରତର ଓ କ୍ଷୀଣତର ଧ୍ୱନି।]