ଝୁଟା ଉଠାଇବା Jhuṭā uṭhāibā

  • ଦେ. କ୍ରି — ପରର ଅଇଁଠାକୁ ପରିଷ୍କାର କରିବା — To cleanse the leavings or refuse of another's meal
  • ଦେ. କ୍ରି — ଅତି ହୀନ କର୍ମ କରିବା — To do the most humiliating work